by Mr.GAGAN BIHARI NAYAK ✓ · 23 Feb 2021
ଶୀହରଣ ଭରି ଯାଉଚି ଏ ଦେହେ ଛୁଇଁ ଗଲେ ତାର ସ୍ମୃତି। ନିଶୀଥ ଆକାଶେ ଜହ୍ନ ରହିଯାଏ ସହଜେ ପାହେନା ରାତି ।
Loading comments…
Loading comments…