by Dr. Shiba Prasad Tripathy ✓ · 25 Jun 2018
ଯବନିକାର ସମୟ ଆସୁଛି ଅଶାନ୍ତ ଗ୍ରହରୁ ଏବେ ସାରା ସହରର ଛାତିଏ ଜ୍ବାଳାରେ ହୃଦେଇ ଜଳୁଛି ଜଳୁଛି ଶିଖାଏର ମହମ ଜଳୁଛି ଏବେ ସହର ସାରା ଖରା ।।
Loading comments…
Loading comments…