Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଜ୍ବାଳା
5 poems
ସହର ସାରା ଖରା
Dr. Shiba Prasad Tripathy · 1 min read · 7.1K reads
ଯବନିକାର ସମୟ ଆସୁଛି ଅଶାନ୍ତ ଗ୍ରହରୁ ଏବେ ସାରା ସହରର ଛାତିଏ ଜ୍ବାଳାରେ ହୃଦେଇ ଜଳୁଛି ଜଳୁଛି ଶିଖାଏର ମହମ ଜଳୁଛି ଏବେ ସହର ସାରା ଖରା ।।
Others
ମିଛ ପ୍ରତିଶ୍ରୁତି
Sasmita Behera · 1 min read · 170 reads
ତୋ ନୀରିହ ହସ ଭାଙ୍ଗିଲା ବିଶ୍ୱାସ ଲୁହ ସାଗରରେ ବୁଡାଇ ମୋତେ ସୁଖରେ ଜୁଆରେ ଭାଙ୍ଗୁ ତୁ ଲହଡ଼ି କଲା କର୍ମ ଶାସ୍ତି ଦେଉଛୁ ସତେ !!
Romance
ତୁମେ ଗଲାପରେ
Kali Kumar · 1 min read · 467 reads
ତୁମ ପ୍ରତୀକ୍ଷାରେ ପ୍ରତି ମୁହୂର୍ତ୍ତରେ ବିରହ ଜ୍ବାଳା (ମୁଁ) ପିଉଛି ।
Romance
ଭୋକ ପାଇଁ ଭିକ
Arundhati Senapati · 1 min read · 12.3K reads
ହାତରେ କେଇଟା ଟଙ୍କା ଗୁଞ୍ଜି ଦେଇ ମୁଠାଏ ଭାତ କି ଦିଇଟା ଇଟିଲି ଧରେଇ ଦେଲେ ଭୋକର ଅନ୍ତ ହୁଏନା। ଏ ପେଟ ପାଇଁ ହିଁ ସବୁ ନାଟ ପେଟ ଦେଲ କାହିଁ ହେ ଦଇବ...... ପେଟ ନ ଥିଲେ ଭୋକ ବି ନ ଥା'ନ୍ତା ଭୋକର ଦାଉ ସବୁଠୁ ଅସହ୍ୟ।
Abstract
କହେ ହିରୋସୀମା,ନାଗାସାକି
Gouri Panda · 1 min read · 30 reads
ଦୁଇ ଲକ୍ଷ ନିରୀହର ବୋମା ହେଲା ଘାତବାର ଲେଖିଗଲା କ୍ୟାନସର ।
Tragedy