by Bibhuti Bhusan Mohanty ✓ · 27 Nov 2020
ନିଜଘର ଅଗଣାରେ ବସିଥିବା ଏ ବୃଦ୍ଧ ବୃଦ୍ଧା ବି କିଛି ସେଇ ଶୁଖିଲାପତ୍ର ଭଳି ଲାଗନ୍ତି... ଯେଉଁ ଘରକୁ ନିଜ ଲୁହ ଲହୁ ନିଗାଡି ବନେଇଥିଲେ, ଆଜି ସେଇ ବାରଣ୍ଡାରେ ବସି ଶୁଖିଲାପତ୍ର ପରି ଦିଶନ୍ତି..!!!
Loading comments…
Loading comments…