by Kali Kumar ✓ · 23 Nov 2020
ମୁଁ ଯେ ଅଭିଶପ୍ତ ମୁଁ ଯେ ନିର୍ବାସିତ ସିମିଳି ଫୁଲ ମୋ ନିଃସଙ୍ଗ ଅଧୁଷିତ ନିର୍ଜନ ସହରେ ଏକାକୀ ବାଟୋଇ ।। ହଁ ! କେବେ କେହି ବାଟବଣା ହୋଇ ମୋ ଆଡ଼େ ବୁଲି ଆସେ ମୋ ନାଲିରେ ନିଜକୁ ଲୋହିତ କରିବାକୁ ନୁହଁ କିମ୍ବା ମୋ ସୌନ୍ଦର୍ଯ୍ୟର ଉପତ୍ୟକାର
Loading comments…
Comments
Loading comments…