Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ନାଲି
62 poems
ସବୁ ଆଜି ନାଲି ନାଲି
ସବୁ ଆଜି ନାଲି ନାଲି
Rajesh Kumar Jain · 1 min read · 6.8K reads
ଆଜି କାହିଁ ସବୁ ନାଲି ନାଲି ଲାଗୁଛି ସକାଳର ସୂରୁଯ ନାଲି, ଚଉରାର ମୁରୁଜ ନାଲି ଫୁଲର ପାଖୁଡ଼ା ନାଲି ନାଲି ପାଲଟିଛି ସାରା ପୃଥିବୀଟା ନାଲି ନାଲି ସବୁକିଛି ନାଲି ଦିଶୁଛି କ’ଣ ମୋତେ ପ୍ରେମ ଘାରିଛି ?
Comedy
ନାଲି ରଙ୍ଗ
Priyadarshee Praharaj · 1 min read · 645 reads
ନାଲି ରଙ୍ଗ
Romance
ଜଗନ୍ନାଥ
Khetrabasi Behera · 1 min read · 92 reads
ଜଗନ୍ନାଥ
Classics
ତୁମେ
Baman Chandra Dixit · 1 min read · 374 reads
ଝୀନ ପାଟ ନାଲି ତୁମ ଓଠ ନାଲି ହସୁଥିଲ ତୁମେ ଓଠ ଅଧା ଖୋଲି। କାଳେ ଜାଣି ଯିବି ତୁମ ମନ କଥା ଦାନ୍ତ ତଳେ ଓଠ ଧରି ରହିଗଲ। ବସି ଦେଖୁଥିଲି ତୁମେ ହସିଦେଲ ।
Romance
ବୋତଲ
Rosy Mishra · 1 min read · 111 reads
ଭାଙ୍ଗିବି ବୋତଲ ମୁଣ୍ଡରେ ତା'ର କାନ୍ଦି କାନ୍ଦି ଯିବ ସେ ବୋପା ଘର । ଏ କିସ ହେଲାରେ ପାଉନି ବଳ ଚାଲିବାକୁ ଲୋଡ଼ା କାନ୍ଧ କାହାର।
Comedy
କଳା, ଧଳା, ନାଲି
Mr.Siddheswar Behera · 1 min read · 45 reads
ଟଗର ଧଳା ଟରାଟ ଧଳା ଧଳାତ ଫୁଲଖଡି । ଧଳା ବଗ ଧଳା ଦୁଧର ରଙ୍ଗ ଧଳା ଖାଇବା ବଡ଼ି ।
Children
Loading…
Next page →