by Dr Baman Chandra Dixit ✓ · 19 Jul 2019
ଝୀନ ପାଟ ନାଲି ତୁମ ଓଠ ନାଲି ହସୁଥିଲ ତୁମେ ଓଠ ଅଧା ଖୋଲି। କାଳେ ଜାଣି ଯିବି ତୁମ ମନ କଥା ଦାନ୍ତ ତଳେ ଓଠ ଧରି ରହିଗଲ। ବସି ଦେଖୁଥିଲି ତୁମେ ହସିଦେଲ ।
Loading comments…
Loading comments…