by Bharatabandhu Biswal ✓ · 8 May 2022
ତୁମେ ଆଶାତରୀ ନଉକା ନାୟିକା ଅସହାୟ ମୁଁ ନାଉରୀ ସହଧର୍ମିଣୀ ଗୋ ତୁମ ସହଯୋଗେ ପଙ୍ଗୁ ହୁଏ ଭବୁ ପାରି ।
Loading comments…
Loading comments…