by Snigdha Nayak ✓ · 28 Sept 2019
ଖୋଜେ ସଖା ଇତିହାସ ଅନେକ ପ୍ରଶ୍ନର ଉତ୍ତର ଜାଣି କି ପାରେ ସଖା ସଖା ଆଉ ସଖତ୍ବର ସଂଜ୍ଞା କାହିଁ ସଖତ୍ୱରେ ବି ଏ ଅବଜ୍ଞା ସଖତ୍ଵ ସତ୍ୱେ ଦୌପଦୀରୁ ପାଂଚାଲିର ପଥ? ପାଇ କୁଣ୍ଡଳ, କବଚ ବି ହୁଏ କର୍ଣ୍ଣର ବଧ ଏ କି ଲୀଳା ?
Loading comments…
Loading comments…