by Prafulla Chandra Mishra ✓ · 15 Jul 2021
ଅଭୁଲା ଚିତ୍ର ମୋ ଗାଆଁ ମାନ ଚିତ୍ର ମୋ ଆଖିରେ ଚିର ସୁନ୍ଦର ବଇକୁଣ୍ଠ ସମ ଗାଆଁ ରେ ମୋ ଘର ମାଟିକାନ୍ଥ ନଡା ଛପର ମାଆ ବାପା ମୋର ଲକ୍ଷ୍ମୀ ନାରାୟଣ ଗାଆଁ ଭାଇ ଦାଦା ଖୁଡି ଯେତେ ଯେହ୍ନେ ତ୍ରିଦଶାଳୟେ ସୁର ଗଣ ।
Loading comments…
Loading comments…