by Bharatabandhu Biswal ✓ · 4 Mar 2021
ଭଳି କି ଭଳି ଫୁଲ ଓ ଫଳ ସୁନ୍ଦର ସବୁଜିମା ଶୀତଳ ମୃଦୁ ମନ୍ଦ ମଳୟ ଅଦ୍ଭୁତ ତାର ଛୁଆଁ ହସଖେଳର ମଧୁର ବେଳା ସାଥି ସବୁଜ ଖୋଜା । ଉଡ଼ି ଉଡ଼ି ଯା' ନୀଳ ଆକାଶେ ମନ ପକ୍ଷୀ ତୁ ଉଡ଼ି ଯା ।
Loading comments…
Comments
Loading comments…