by MAMATA RANI SATAPATHY ✓ · 29 Dec 2021
ସ୍ମୃତି ତୁମେ ମୋ ହୃଦୟର ସ୍ପନ୍ଦିତ ସ୍ପନ୍ଦନ ମନ ତଳର ଅପାସୋରା ଅଭିବ୍ୟକ୍ତି କେବେ ପୁଣି ମଧୁର ମୂର୍ଚ୍ଛନା ମଧୁଗୀତି ତୁମ ବିନା ମିଳେ ନାହିଁ କେବେ ତୃପ୍ତି l
Loading comments…
Comments
Loading comments…