by Sweta Mohanty ✓ · 5 Dec 2021
ସ୍ମୃତି ତୁମ ଜହ୍ନ ଉହାଡର ଚାନ୍ଦିନୀ ଚୋରା ଚଇତି। ସ୍ମୃତି ତୁମ ଇଚ୍ଛା ନଇକୂଳେ ସର୍ମ୍ପକର ମଧୁଗୀତି। ସ୍ମୃତି ତୁମ ଗୋଧୂଳି ଲଗନେ ଓଁକାର ଧ୍ଵନିର ସ୍ତୁତି।
Loading comments…
Comments
Loading comments…