by Pralay Nayak ✓ · 18 May 2019
କେବେ ପୁଣି ମୋର ଚିତ୍ତାକାଶରେ ଧବଳ ବଳାକା ଯୁଥ, କେବେପୁଣି ତୁମେ ଧୂସର ମରୁରେ ଜୀବଛଡ଼ା ମୋର ଗଭୀର ତୃଷାରେ ମରୁଝର ଭଳି ଆଶାରେ ଉଜଳି ଜୀଇଁବାର ସଂକେତ ।।
Loading comments…
Comments
Loading comments…