by RAJAKISORA SAHOO ✓ · 29 Jan 2020
ସ୍ୱାଭିମାନ ତାର ପାସାଣର ଗାର ଦାମ୍ଭୀକ ପଣରେ କିଏ ସେ ସରି , ଜାତୀୟତା ଧର୍ମେ ସପଥେ ଅଟଳ ବିଶାଳ ହୃଦୟ ହୁଏ ତା ବାରି || ବାହୁନି ବାହୁନି ନୀରବେ କାନ୍ଦୁଛି ଏବେବି ବ୍ରାହ୍ମଣୀ ବାଜିକୁ ଖୋଜେ , ଦେଖିଛକି କିଏ ବାଜିଆକୁ ମୋର କହିବ
Loading comments…
Comments
Loading comments…