English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଗର୍ବଗୌରବ
370 poems
ଓଡ଼ିଆ ଜାତିର ପ୍ରାଣ ଦେବତା
Bijaya Ketan Sahu · 1 min read · 13.7K reads
ଓଡ଼ିଆ ଜାତିର ପ୍ରାଣର ଦେବତା କରୁଛି ଏହି ପ୍ରାର୍ଥନା ଓଡ଼ିଆ ମାଟିରେ ନିତ୍ୟ ଉଡୁ଼ଥାଉ (ତୁମ) ପତିତପାବନ ବାନା ।
Others
ବଢାଅ ଦେଶର ଶିରୀ
Alhadini Panigrahi dash · 1 min read · 426 reads
ଏହି ଶର ଦିନେ ଶଯ୍ୟା ସାଜିଥିଲା ମହା ଭାରତ ର ରଣେ ହସ୍ତିନା ସୁରକ୍ଷା ଦେଖି ଭୀଷ୍ମଦେବ ଇଚ୍ଛା ମ୍ରୁତ୍ୟୁ ବରିନେଲେ
Inspirational
ସ୍ମୃତିର ଗାର
RAJAKISORA SAHOO · 1 min read · 188 reads
ସ୍ୱାଭିମାନ ତାର ପାସାଣର ଗାର ଦାମ୍ଭୀକ ପଣରେ କିଏ ସେ ସରି , ଜାତୀୟତା ଧର୍ମେ ସପଥେ ଅଟଳ ବିଶାଳ ହୃଦୟ ହୁଏ ତା ବାରି || ବାହୁନି ବାହୁନି ନୀରବେ କାନ୍ଦୁଛି ଏବେବି ବ୍ରାହ୍ମଣୀ ବାଜିକୁ ଖୋଜେ , ଦେଖିଛକି କିଏ ବାଜିଆକୁ ମୋର କହିବ
Abstract
ଆର୍ଯ୍ୟଭୂଇଁ
SARATA KUMAR DAS · 1 min read · 6.8K reads
ଜୈନ ମହାବୀର ଗଉତମ ବୁଦ୍ଧ କେତେ ଯେ ମନିଷୀଗଣ, ସମ୍ରାଟ ଅଶୋକ ଆଦି କେତେ ବୀର ଧନ୍ୟ କଲେ ମାଟି ରଖିଛନ୍ତି ସ୍ବାଭିମାନ ।।
Inspirational
ମୋ ରାଜ୍ୟ
Bishwa ranjan Tripathy · 1 min read · 22 reads
ଆଉ ପୁଣି ଅଛି ମୋ ରାଜ୍ୟର କେତେ ଗର୍ବ ଗୌରବ ଗାଥା ତାକୁ ଲେଖିବା ପାଇଁ ଛୋଟ ପଡିଯିବ ମୋର ଏ ଖାତା। ଶେଷରେ ମୋ ରାଜ୍ୟ ବିଷୟରେ ଲେଖୁଛି ଏତିକି ମୋ ରାଜ୍ୟ ସମ ଆଉ ଗୋଟେ ରାଜ୍ୟ ନାହିଁଟି।
Classics
ମୋ ରାଜ୍ୟ ଓଡ଼ିଶା
Krushna Chandra Dakua · 1 min read · 182 reads
ଉତ୍କୃଷ୍ଟ କଳାର ଦେଶ ମୋ ଓଡ଼ିଶା ଉତ୍କଳ ତାହାର ନାମ ଭରିଅଛି ଏଠି ଅନେକ ସମ୍ପଦ ତାହା ହିଁ ଆମ ଗର୍ବ ଗୌରବ ହଁ ତାହା ହିଁ ଆମ ଗର୍ବ ଗୌରବ ଏଠି ଆମ ପାଇଁ ସାହା ପ୍ରଭୁ ଜଗନ୍ନାଥ
Inspirational
Loading…
Next page →