by GAGAN KUMAR DASH ✓ · 5 Feb 2021
ଗ୍ରୀଷ୍ମ ଋତୁର ଗ୍ରୀଷ୍ମପ୍ରବାହର ପ୍ରଚଣ୍ଡ ଗରମରେ ହଜିଯାଏ / ମଉଳି ଯାଏ ସ୍ମୃତିର ପାଖୁଡ଼ା ଚେତନାର ପଶାକାଠି ହସ୍ତିନାପୁରରୁ କିରାଟର ଘର ଯାଏଁ ଦେଖେ ଖାଲି ପ୍ରେମ ବୀଭିଷିକା
Loading comments…
Loading comments…