by Diptipriyadarshini Behera ✓ · 11 Aug 2021
ଆଜି ବି ଆମ ପ୍ରେମ ଜୀବନ୍ତ ଲାଗେ ଯେ କେହି ଆମ ଭଲପାଇବାକୁ ନେଇ ଟାହିଟାପରା କରନ୍ତି ମୋ ସିଂଥି ସିନ୍ଦୁର ତାଙ୍କୁ ତାଙ୍କର ଉତ୍ତର ଦେଇଦିଏ । କୁହନ୍ତି ସମୟ ସହ ସମ୍ପର୍କରେ ଭଲପାଇବା କମିଯାଏ । ସମ୍ପର୍କରେ ମଧୁରତା ରୁହେନି ଆଗ ପରି ।
Loading comments…
Loading comments…