by Swarnalata Dash ✓ · 6 May 2022
କିଏ କହେ ଅଛ ତୁମେ ଭକତର ହୃଦରେ କିଏ କହେ ଅଛ ପୁଣି ପାଷାଣର ଦେଉଳେ ବୁଝିପାରେନାହିଁ ତୁମେ ଅଛ କେଉଁ ଭାବରେ ଜଗତ କରତା ନାଥ ଅନନ୍ତ ଅସୀମ ତୁମ କରୁଣା ନିୟତିର କାଳ ଚକ୍ରେ କାହାକୁ ବା କେଉଁ ଗତି ଦେଇଛ ତ ତୁମକୁ ହିଁ ଜଣା
Loading comments…
Comments
Loading comments…