by Dharitri Das ✓ · 21 Sept 2020
ଗୃହହୀନେ ଦେବେ ଇନ୍ଦିରା ଆବାସ ବୃଦ୍ଧ ବୃଦ୍ଧାଙ୍କୁ ଦେବେ ଭତ୍ତା। ଗରିବଙ୍କୁ ଦେବେ ସେ ରାସନ କାର୍ଡ ବି ପି ଏଲ ଓ ଅନ୍ତୋର୍ଦ୍ୱୟ ନାରୀମାନେ ଚାଲିବେ ରାସ୍ତାରେ ହୋଇ ସ୍ୱାଧୀନ ଆଉ ନିର୍ଭୟ।
Loading comments…
Loading comments…