Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବେଇମାନ
10 poems
ବେଇମାନ
Shashanka sekhar Ray · 1 min read · 397 reads
ନିଜ ଦେଶେ ରହି ବିଦେଶକୁ କରି ଆପଣାର ଇର୍ଷା କର ଦେଶର ଉନ୍ନତି ଦେଖି ରଚାଇ ଆତଙ୍କବାଦ ନଷ୍ଟ କରିଦିଅ ଶାନ୍ତିଧାମ ଜାତି ଧର୍ମର ତାସ ପାଲି ଖେଳି ତାଳି ମାରି ହସ ଯୁଦ୍ଧ ଶେଷେ । ବିଜୟର ଟୀକା ପିନ୍ଧିଲେ ଦେଶ କ୍ରିକେଟ ହେଉ ଅବା କେଉଁ କ୍ଷେତ୍ରେ ସହିପାରେନି ତୁମ ଛାତି ଭାଙ୍ଗିଦିଅ ଟେଲିଭିଜନର ପରଦାକୁ ପାଗଳଙ୍କ ଭଳି କରି ପ୍ରଳାପ ଦେହ ଅଛି ଏଠାରେ ତୁମର ଆତ୍ମା କିନ୍ତୁ ଆଉ କେଉଁଠି ସମର୍ଥକ ନ ହେଲ ନାହିଁ ହିଂସା ରକ୍ତପାତ କର ବାରମ୍ଵାର କାହିଁ । ଭଲ ଲାଗୁନି ଯଦି ଏଠାରେ ତୁମକୁ ଛାଡି ଚାଲିଯାଅ ବିଦେଶ ମାଟିକୁ ଅତ୍ୟାଚାର କରନି ମୋ ମାଟି ମାଆକୁ ପବିତ୍ର ଶାନ୍ତିଧାମେ ଲଗାଅନି ନିଆଁ ପୂର୍ଣ୍ଣ ସ୍ଵାଧୀନତା ମିଳିଯାଇଛି ବୋଲି ଛାଡିଯିବାକୁ ନୁହେଁ ମନ ସଦା ବିଦେଶୀ ନୀତି ଭାରି କଠୋର
Others
ବେଇମାନ ଭଅଁର
Priyadarsini Das.PriYa❤️ · 1 min read · 11.6K reads
ମୋର ସ୍ନେହକୁ ଶୋଷିବା ଖାଲି ତୋର ଗୋଟେ ଲୋଭ , ଲୋଭୀକୁ ପ୍ରଶୟ ଦେଇ ମୁଁ ଆଜି ଦୋଷୀ ...
Tragedy
ସର୍ତ୍ତ
Dharitri Das · 1 min read · 120 reads
ଗୃହହୀନେ ଦେବେ ଇନ୍ଦିରା ଆବାସ ବୃଦ୍ଧ ବୃଦ୍ଧାଙ୍କୁ ଦେବେ ଭତ୍ତା। ଗରିବଙ୍କୁ ଦେବେ ସେ ରାସନ କାର୍ଡ ବି ପି ଏଲ ଓ ଅନ୍ତୋର୍ଦ୍ୱୟ ନାରୀମାନେ ଚାଲିବେ ରାସ୍ତାରେ ହୋଇ ସ୍ୱାଧୀନ ଆଉ ନିର୍ଭୟ।
Others
ବିଜନତା
Durjyodhan Barik · 1 min read · 242 reads
କାନ୍ଦି ବୋବାଳିଲେ ଲାଭ ନାହିଁ କିଛି ଦୁନିଆ ତ ବେଇମାନ, ହସିବା କାନ୍ଦିବା ସବୁ ତ ସମାନ ନାଚ କରେ ସଇତାନ ।
Tragedy
ସମାଜ
Jagabandhu Sahu · 1 min read · 162 reads
ଭାଇ ଚିହ୍ନେ ନାହିଁ ଭାଇର ମନକୁ ଏ ସମାଜ ସ୍ଥିତି ଦେଖି ଶହେରେ ନବେ ବେଇମାନ ଏଠି ସମୟ ତାହାରି ସାକ୍ଷୀ
Others
ବେଇମାନ
Satyabati Swain · 1 min read · 225 reads
ସମ୍ପର୍କ ପବିତ୍ର ଗଙ୍ଗାରେ ବେଇମାନି ମଣିଷର ଆବର୍ଜନା ଭାସି ଦୂଷିତ ଜୀବନ ଓ ହୃଦ
Tragedy
Loading…
Next page →