by Kulamani Sarangi ✓ · 26 Sept 2020
ଝଡଝଞ୍ଜା ଅନ୍ଧକାରରେ ପୂର୍ଣ୍ଣ ମହାସମୁଦ୍ର, ଜୀର୍ଣ୍ଣ ତରୀରେ ମୁଁ ବସିଛି ଆଗେ ମହାପ୍ରମାଦ, ଦିଶୁନାହିଁ ଦିଗ ବାରେଣୀ, ଧ୍ରୁବତାରା ଲୁଚି ଗଲେଣି, ଧର୍ମର ପ୍ରତୀକ ଶ୍ରୀଧର ହୋଇଲେଣି ବଧିର, ବିଚିତ୍ର ହସରୁ ପ୍ରତୀତ ଧ୍ୱଂସ ପ୍ରାୟ ସଂସାର।
Loading comments…
Loading comments…