by Ajit Kumar Raut ✓ · 24 Apr 2021
କିପାଇଁ ତୁହିଟି ବିଭା ହିଁ ନ ହେବୁ ସବୁ ଦିନ କିମ୍ପା ଏଠି ହିଁ ରହିବୁ? ଝିଅର ଜନମ ପରର ଘରକୁ ବହୁ ହୋଇ ଯିବୁ ଶଶୁର ଘରକୁ। କନିଆଁ ସାଜିବୁ ଭଲଲାଗୁ ଥିବୁ ମୁଚୁକି ମୁଚୁକି ହଂସୀ ଦେଉ ଥିବୁ ପର କରି ତୁହି ଆମକୁ ଛାଡିବୁ ସତେ ହିଁ ଆମକୁ
Loading comments…
Loading comments…