by Amit Bal ✓ · 12 Dec 2020
ଅପରାହ୍ନେ ଯେବେ ଛିଡ଼ା ମୁଁ ହୋଇଛି ; ଫଗୁଣର ସ୍ମୃତି ଶୀତଳ ମଳୟ କେବେ କେବେ ଯାଉଛି ଛୁଇଁ ଦେଇ ବୁଲିପଡ଼ି ଯଦି ଚମକି ଚାହେଁ ମୁଁ ଦୂରେ ଘୁଞ୍ଚି ଯାଏ ନିମିଷେ ସେ ତ ହାତେ ମୋଟେ ଧରା ଦିଏ ନାହିଁ
Loading comments…
Loading comments…