by SARATA KUMAR DAS ✓ · 8 Jul 2019
ସୁବର୍ଣ୍ଣର ପୂର୍ଣ୍ଣକୁମ୍ଭ ଡାକେ ହାତ ଠାରି ଫେରି ଆସ ପ୍ରିୟା ତମେ ମୋ ଶୂନ୍ୟ ଅଗଣାକୁ ; ମଧୁରାତି ନୀରବି ଯାଏ ସାନ୍ତର୍ପଣେ ହଜିଯାଏ ବହଳ ଅନ୍ଧାରେ ଘୁଞ୍ଚି ଘୁଞ୍ଚି ଯାଏ ମିଳନର ମହାର୍ଘ ସମୟ
Loading comments…
Loading comments…