Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ମେଘମାଳ
6 poems
ସ୍ମୃତି ଆମ ମେଘ ବରଷିବା
Dipti lekha Mishra · 1 min read · 110 reads
ସେଦିନ ତମେ ଆଉ ମୁଁ ହିଁ ଥିଲେ ଦୁହେଁ ଦୁହିଁଙ୍କୁ ସମର୍ପି ଯାଇଥିଲେ ମେଘମାଳ ବି ସୁନ୍ଦର ଲାଗୁଥିଲା ଆଉ ବରଷାରେ ଭିଜିବା ବି ।
Others
ହେ ଆକାଶ
Tankadhar Majhi · 1 min read · 3.2K reads
କଣ୍ଟକ ଜୀବନ ବୀଜ ଆଙ୍କୁରି ଉଠେ ତୋତେ ଛୁଇଁବାର ଆଶା ନେଇ ତୋ ହୃଦୟ ବଡ଼ ବୋଲି... କାଳେ କୋଳେଇ ନେଇଯିବୁ ।
Others
ତମେ ଆସିବ ବୋଲି -୧୦
SARATA KUMAR DAS · 1 min read · 224 reads
ସୁବର୍ଣ୍ଣର ପୂର୍ଣ୍ଣକୁମ୍ଭ ଡାକେ ହାତ ଠାରି ଫେରି ଆସ ପ୍ରିୟା ତମେ ମୋ ଶୂନ୍ୟ ଅଗଣାକୁ ; ମଧୁରାତି ନୀରବି ଯାଏ ସାନ୍ତର୍ପଣେ ହଜିଯାଏ ବହଳ ଅନ୍ଧାରେ ଘୁଞ୍ଚି ଘୁଞ୍ଚି ଯାଏ ମିଳନର ମହାର୍ଘ ସମୟ
Others
ତମେ ଆସିବ ବୋଲି
SARATA KUMAR DAS · 1 min read · 309 reads
ଘିଅଦୀପ ଲିଭି ଲିଭି ଯାଏ ଦଲକାଏ ପବନର ମଧୁର ସ୍ପର୍ଶରେ , ବଢି ବଢି ଯାଏ ଝିଙ୍କାରୀର ଝିଁ ଝିଁ ଶବ୍ଦ ସୁର ତାଳ ଲୟ ମୋ ଜୀବନ ବୀଣାର ବାଜି ଉଠେ ଆପଣା ଛାଏଁ
Others
ଆକାଶ ଓ ମୁଁ
Jashobant Pattanayak · 1 min read · 159 reads
ତୁ କେଡ଼େ ଛୋଟିଆ ଜୀବ ; ଆଉ ମୁଁ କେଡ଼େ ବିଶାଳ !! ଅହରହ ମୋ' ଦେହରେ ଶୋଭା- ଶୁଭ୍ର ମେଘମାଳ, ବରଷନ୍ତି ଝରାଫୁଲ ହୋଇ ସିକ୍ତ କରି ମାଟିର ମଟାଳ
Others
ଘନଘନ ଘନାଘନ ବରଷିଲେ
Raja Sekhar CH V · 1 min read · 160 reads
ମେଘମାଳର ପରଦା ସୂର୍ଯ୍ୟ ଚନ୍ଦ୍ର ତାରାଙ୍କୁ ଲୁଚାଇ ଚାଲେ, ମେଘନାଦ ମେଘଜ୍ୟୋତିର ସନ୍ଦର୍ଶନ ଦେଇ ଦେଇ ଚାଲେ,
Abstract