by SARATA KUMAR DAS ✓ · 9 Jul 2019
ଘିଅଦୀପ ଲିଭି ଲିଭି ଯାଏ ଦଲକାଏ ପବନର ମଧୁର ସ୍ପର୍ଶରେ , ବଢି ବଢି ଯାଏ ଝିଙ୍କାରୀର ଝିଁ ଝିଁ ଶବ୍ଦ ସୁର ତାଳ ଲୟ ମୋ ଜୀବନ ବୀଣାର ବାଜି ଉଠେ ଆପଣା ଛାଏଁ
Loading comments…
Loading comments…