by Alaka Dash ✓ · 23 Feb 2021
ପ୍ରେମ ପଣତରେ ଗଣ୍ଠି ପକାଇବା ବେଳକୁ, ବହୁରୂପୀ ସାଜି ରଙ୍ଗ ବଦଳାଇ ଦିଅ ତୁମେ ଲୁଚିଯାଅ, ହଜିଯାଅ ମିଶିଯାଅ ଅସ୍ତରାଗ ଆକାଶରେ କମ୍ପିତ କରି ସନ୍ଦେହର ବୁକୁ ମନର କୋହରେ ଲୁହ ହୋଇ ଝରି ଯାଏ.
Loading comments…
Comments
Loading comments…