StoryMirror - Read, Write, Share & Repeat- ଅସହାୟ ଜୀବନKalyani Nanda · 1 min read · 432 readsସ୍ନେହ, ଆଦରର ଜଳ ସିଞ୍ଚି ଗଢିଥିଲା ଯେ ଜୀବନ ,
ଯା ଆଖିରେ ସୁନ୍ଦର ସ୍ବପ୍ନ ଦେଖି ହେଉଥିଲା ବିଭୋର,
ସେ ଆଖି ହରାଇଛି ଦୃଷ୍ଟି , ଜ୍ଯୋତି ତାର ହୋଇଛି ମଳିନ,
ନିଦ ହଜିଛି , ହଜିଛି ସ୍ବପ୍ନ , ଆଖି ରେ ଭରିଛି ଖାଲି ଅନ୍ଧକାର ।Others
- ହେ କବି ସମ୍ରାଟRenuka Samal · 1 min read · 213 readsଏକ ହସ୍ତେ ନାରୀ ଅନ୍ୟେ ଡିକ୍ସିନରୀ
ନହେଲେ ନ ହୁଏ ବୁଝି,
ଏକ ପଦେ ତୁମେ ଅନେକ ଅର୍ଥର
ଶବ୍ଦ ଦେଇଥିଲେ ଖଞ୍ଜି।
ତୁମରି କବିତା ରାଜ ପ୍ରାସାଦ ରୁ
ପଥିକ ହଳିଆ ଗାଏ,
ବିଦୁଷ ମୁଖରେ କବିତା ଉଚ୍ଚ।ରOthers
- ମା ଦୁର୍ଗାPuspanjali Panda · 1 min read · 196 readsମା ଦୁର୍ଗାClassics
- ତଥାପିAlaka Dash · 1 min read · 207 readsପ୍ରେମ ପଣତରେ ଗଣ୍ଠି
ପକାଇବା ବେଳକୁ, ବହୁରୂପୀ ସାଜି
ରଙ୍ଗ ବଦଳାଇ ଦିଅ
ତୁମେ ଲୁଚିଯାଅ, ହଜିଯାଅ
ମିଶିଯାଅ ଅସ୍ତରାଗ ଆକାଶରେ
କମ୍ପିତ କରି ସନ୍ଦେହର ବୁକୁ
ମନର କୋହରେ
ଲୁହ ହୋଇ ଝରି ଯାଏ.Others
- ସେଦିନର ବର୍ଷା ଭିଜା ସକାଳSukadev Mahanta · 1 min read · 233 readsଲୋମକୂପ ମୋର ଉଲ୍ଲସିତ ହେଲା
ସର୍ବାଙ୍ଗେ ଜାଗି କମ୍ପନ
କମ୍ପିତ ଓଠରେ ସ୍ନିଗ୍ଧ ଚିବୁକେ ତା
ଆଙ୍କି ଦେଲି ମୁଁ ଚୁମ୍ବନRomance