by Dr Baman Chandra Dixit ✓ · 14 Sept 2019
ଲାଜ ସାଜ ତଳେ ସ୍ୱୀକାର ସଜ୍ଜିତ ପ୍ରାପ୍ତ ପ୍ରୀତି ନିବେଦନ। ମଧ୍ୟମ ପ୍ରକାଶେ ଉଛଳ ଉତ୍କଣ୍ଠା ନହୁଲୀ ମହୁଲୀ ନିଶା । ଶବ୍ଦ ସ୍ନାତା ନିଃଶବ୍ଦତା ତୁମ ଆଖି ପତା ଯେବେ ନଇଁ ଯାଏ ॥
Loading comments…
Comments
Loading comments…