by mamata dipti ✓ · 8 Mar 2022
ଗୁଣୁଗୁଣୁ ହୋଇ ମନ ଭ୍ରମରଟା ଗାଇଲାଣି ପ୍ରେମ ଗୀତି । ପୂରୁବ ଆକାଶେ କଅଁଳିଆ ଖରା ଦେହେ ରଖିଲାଣି ତାତି ।।
Loading comments…
Loading comments…