by Snigdha Nayak ✓ · 26 Jul 2019
ତୁମେ ମୋ ସଞ୍ଜ ତୁମେ ହିଁ ସଳିତା ତୁମେ ହିଁ କୂଳ ତୁମେ ହିଁ ସରିତା ତୁମେ ମୋ ଲେଖନୀ, ତୁମେ ମୋ କବିତା ତୁମ ହୃଦୟ ବୃନ୍ଦାବନର ମୁଁ କି ରାଧା ?
Loading comments…
Loading comments…