by Prabhati Mahapatra ✓ · 23 Jul 2021
ପୁଷ୍କରିଣୀ ଜଳ କରି ସାତ ତଳ ନିତି ମୋର ସିଙ୍ଗାବୁଡା ସାତ ଦିନେ ଥରେ କତରା ଧରେ ମୁଁ ବାପାଙ୍କଠୁ ଖାଏ ତଡ଼ା । ପାଠ ଘରେ ମୋର ବଡ଼ ବଡ଼ ଆଳୁ ଶୁନ ସବୁଥିରେ ଆସେ ସ୍କୁଲ ନଯିବା ବାହାନା କରେ ମୁଁ ଜ୍ୱର ବୋଲି କାନ୍ଦି ବସେ ।
Loading comments…
Loading comments…