Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ସୁଧାର
6 poems
ଅଫୁଟା ଫୁଲ
Dharitri Das · 1 min read · 176 reads
ଅଫୁଟା ଫୁଲ
Tragedy
ଯେବେ ମୁଁ ଛୋଟ ଥିଲି
Prabhati Mahapatra · 1 min read · 154 reads
ପୁଷ୍କରିଣୀ ଜଳ କରି ସାତ ତଳ ନିତି ମୋର ସିଙ୍ଗାବୁଡା ସାତ ଦିନେ ଥରେ କତରା ଧରେ ମୁଁ ବାପାଙ୍କଠୁ ଖାଏ ତଡ଼ା । ପାଠ ଘରେ ମୋର ବଡ଼ ବଡ଼ ଆଳୁ ଶୁନ ସବୁଥିରେ ଆସେ ସ୍କୁଲ ନଯିବା ବାହାନା କରେ ମୁଁ ଜ୍ୱର ବୋଲି କାନ୍ଦି ବସେ ।
Inspirational
ଈଶ୍ୱରଙ୍କୁ ପ୍ରଶ୍ନ ଓ ଉତ୍ତର
କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera · 1 min read · 217 reads
ଈଶ୍ୱରଙ୍କୁ ପ୍ରଶ୍ନ ଓ ଉତ୍ତର
Drama
ବାଟ ଛାଡ଼
Lokanath Rath · 2 min read · 372 reads
ଗୋଠ ତାର ଅଲଗା, ପଡ଼େନା ସେ ଧରା, ସଭିଙ୍କୁ ଲାଗଇ ବଡ଼ ଶାନ୍ତ ସୁଧାର ପରା |
Inspirational
କ୍ଷୋଭ
Binaya Bhusan Panigrahi · 1 min read · 121 reads
ବେଳକୁ ବେଳ ଲମ୍ବି ଚାଲୁଥାଏ ଗରୀବ ବାପର ବଢିଲା ଝିଅଟେ ପରି, ଆତ୍ମହତ୍ୟା କରିଥିବା ଚାଷୀର ଲମ୍ବା ଗର୍ଦ୍ଦନ ଆହୁରି ଲମ୍ବିଲା ପରି, ପାକିସ୍ତାନ ଜେଲରେ ଶଢ଼ିଶଢି ପଳପଳ ମରିବା ଭିତରେ ବିବଶ କୂଳଭୂଷଣ ର ଭିଟାମାଟିକୁ ଫେରିବାର ସ୍ୱପ୍ନ ପରି,
Others
ଓଲଟ ପାଲଟ
KRUTIBAS NAYAK · 1 min read · 112 reads
ବରଫଳର ବକଟେ ମଞ୍ଜି ମଣିଷ ଖାଏ ନାହିଁ, ଲଙ୍କା ଆମ୍ବର ବିରାଟ ମଞ୍ଜି ସୁଆଦେ ଭରା ସେହି | ଛୋଟ ସାପର ବିଷ ଅଧିକ ଅଜଗରର ନାହିଁ, ହାତୀ ଖାଉଛି ଡାଳ ପତର କାଠ ଖାଉଛି ଉଈ |
Inspirational