English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଅଟ୍ଟାଳିକା
5 storys
ଜହ୍ନମାମୁଁ -172
ଓଡ଼ିଆ ଗଳ୍ପ ଓ କବିତା - ୧ · 3 min read · 7.4K reads
ସଂନ୍ଧ୍ୟା ବେଳକୁ ସେ ଗୋଟିଏ ଉଚ୍ଚ ପ୍ରାଚୀର ପାଖରେ ଯାଇ ପହଁଚିଲେ । ପ୍ରାଚୀର ସେପାରିରୁ ନାନାଦି ଜଳପକ୍ଷୀଙ୍କ ଧ୍ୱନି ଶୁଭୁଥାଏ ଓ ଜଳ ମଧ୍ୟ ପବନରେ ...
Children
ସ୍ୱପ୍ନ
ମାନସ କର · 2 min read · 474 reads
ମା' ବାପା ଦୁହେଁ ଖଟିବାକୁ ଗଲେଣି ।ଛୁଆଟା ଶୋଇପଡିଛି ଉପାସ ଭୋକର ,ସେଇ ଇଟାମାଟିର ପଣତରେ ।ବୋଧହୁଏ ଏ ଛୁଆଟା ଜନ୍ମନେଇଥିଲା ସାକ୍ଷୀ ରହିବାକୁ ତିଆରି ହେଉଥିବା ଏ ଅଟ୍ଟାଳିକାର ନିର୍ମାଣ ପାଇଁ ।
Inspirational
ଦୀପାବଳି
Sarada Parida · 2 min read · 7.3K reads
ଆଉ ସେ ସେ ଖଟିଖିଆ ମୁଲିଆଗୁଡାକ ? ସେମାନେ ତ ଫେରିଯାଇଥିଲେ କେବେଠାରୁ ନିଜ ନିଜ ଘରକୁ ବଡ ବଡୁଆ ମାନଙ୍କୁ ଦିବାଲିର ଅନ୍ଧାରରେ ଆଲୁଅ ଦେଖେଇବାକୁ ।
Tragedy
ଷଷ୍ଠ ଇନ୍ଦ୍ରିୟ
Minakshi Samal · 7 min read · 187 reads
ସମସ୍ତଙ୍କର ଅଜାଣତରେ ସେମାନଙ୍କ ପଛରେ ଠିଆହୋଇ ସବୁକିଛି ଶୁଶୁଥିବା ଆଉ ଦେଖୁଥିବା ନୀଲମ ଆଉ ନିଜକୁ ନିୟନ୍ତ୍ରଣରେ ରଖିପାରିଲେନି । ସାବାସ୍....ସାବାସ୍ କହି ଜୋରରେ ତାଳି ବଜାଇବାକୁ ଲାଗିଲେ । ଚମକି ଗଲେ ପିଲାମାନେ । ପଛକୁ ଚାହିଁ ଦେଖିଲେ ନୀଲମ ଆଣ୍ଟି ମୃଦୁ ମୃଦୁ ହସୁଛନ୍ତି ।
Inspirational
ମୋ ସ୍ଵପ୍ନରେ ସେ
PRANATI MAHAPATRA · 4 min read · 197 reads
ସେହି ସ୍ଵପ୍ନ ମୋର ସାକାର କିପରି ହେବ ମୁଁ ଏବେବି ଚିନ୍ତିତ।
Action