by ମାନସ କର ✓ · 18 Oct 2019
ମା' ବାପା ଦୁହେଁ ଖଟିବାକୁ ଗଲେଣି ।ଛୁଆଟା ଶୋଇପଡିଛି ଉପାସ ଭୋକର ,ସେଇ ଇଟାମାଟିର ପଣତରେ ।ବୋଧହୁଏ ଏ ଛୁଆଟା ଜନ୍ମନେଇଥିଲା ସାକ୍ଷୀ ରହିବାକୁ ତିଆରି ହେଉଥିବା ଏ ଅଟ୍ଟାଳିକାର ନିର୍ମାଣ ପାଇଁ ।
Loading comments…
Comments
Loading comments…