English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଅନଲାଇନ୍
4 storys
ଅନଲାଇନ୍ ଲୁଟେରା
ପ୍ରଶାନ୍ତ କୁମାର ବେହେରା · 19 min read · 313 reads
ତା ପରଦିନ ମୁଁ ଫୋନ୍ କରିବାର ପ୍ରଶ୍ନ ଉଠୁନଥାଏ l କିନ୍ତୁ ସେଇ ଠକମାନେ ଦେଖୁଥାନ୍ତି ଯେ ଗୋଟେ ଲୋକ ତାଙ୍କ ଦ୍ୱାରା ବସା ଯାଇଥିବା ଠକାମିର ଯନ୍ତ୍ରାରେ ପଡିବାକୁ ଆସୁଛି କିନ୍ତୁ ଅଳ୍ପରେ ଖସି ଯାଉଛି l ତେଣୁ ସେମାନେ ସମସ୍ତ କଳବଳକୌଶଳ ଲଗାଇଦେଇ କେମିତି ସେଇ ଯନ୍ତ୍ରାରେ ମୋତେ ନେଇ ପକାଇବେ ସେଥିରୁ ବିରତ ହେଉନଥାନ୍ତି l
Crime
ଅନଲାଇନ୍ ସକ୍ସେସଫୁଲ୍
puja pradhan · 11 min read · 104 reads
ଗୋଟିଏ ସମୟ ପାଇଁ ମୋତେ ଦୁନିଆର ସବୁ ଖୁସି ମିଳିଯାଇଥିଲା l ତାପରେ ମୁଁ ଫୋନ ବି ରଖିଥିଲି l
Romance
ଶରୀରର ଭୋକ
Barun Kumar Mohanta · 1 min read · 1.1K reads
କିଛି ବୁଝିପାରୁଛ ସହମତିରେ ବଳାତ୍କାର କେମିତି କରାଯାଏ , ଯେତକ ଭଦ୍ରମୁଖା ସେତକ ଭାମ୍ପାୟାର୍ , ଏତେ ବିକଳ ସେମାନେ, ଭଲ ହେଇଛି ରେଡଲାଇଟ୍ ଏରିଆ ଅଛି , ଆଉ ଏ କଲଗାର୍ଲ ସବୁ , ନଚେତ୍ ନିଜ ଘର ଲୋକମାନେ ବି ବାଦ୍ ପଡନ୍ତେନି ଏମାନଙ୍କ ପୈଶାଚିକ ପ୍ରବ୍ରୁତ୍ତିରୁ।
Others
ସୁରେନ୍ଦ୍ର ର ଅନଲାଇନ୍ ଶିକ୍ଷା
Samar Bhoi · 4 min read · 571 reads
ଅନଲାଇନ୍ କ୍ଲାସରେ ପାଠ ପଢ଼ିବ ଓ ନୂଆ ନୂଆ ଅନୁଭୂତି ଉପଲବ୍ଧ କରିବ।
Children Stories