Loading…
ତା ପରଦିନ ମୁଁ ଫୋନ୍ କରିବାର ପ୍ରଶ୍ନ ଉଠୁନଥାଏ l କିନ୍ତୁ ସେଇ ଠକମାନେ ଦେଖୁଥାନ୍ତି ଯେ ଗୋଟେ ଲୋକ ତାଙ୍କ ଦ୍ୱାରା ବସା ଯାଇଥିବା ଠକାମିର ଯନ୍ତ୍ରାରେ ପଡିବାକୁ ଆସୁଛି କିନ୍ତୁ ଅଳ୍ପରେ ଖସି ଯାଉଛି l ତେଣୁ ସେମାନେ ସମସ୍ତ କଳବଳକୌଶଳ ଲଗାଇଦେଇ କେମିତି ସେଇ ଯନ୍ତ୍ରାରେ ମୋତେ ନେଇ ପକାଇବେ ସେଥିରୁ ବିରତ ହେଉନଥାନ୍ତି l
Comments
Loading comments…