English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଲୁଟେରା
3 storys
ଅନଲାଇନ୍ ଲୁଟେରା
ପ୍ରଶାନ୍ତ କୁମାର ବେହେରା · 19 min read · 313 reads
ତା ପରଦିନ ମୁଁ ଫୋନ୍ କରିବାର ପ୍ରଶ୍ନ ଉଠୁନଥାଏ l କିନ୍ତୁ ସେଇ ଠକମାନେ ଦେଖୁଥାନ୍ତି ଯେ ଗୋଟେ ଲୋକ ତାଙ୍କ ଦ୍ୱାରା ବସା ଯାଇଥିବା ଠକାମିର ଯନ୍ତ୍ରାରେ ପଡିବାକୁ ଆସୁଛି କିନ୍ତୁ ଅଳ୍ପରେ ଖସି ଯାଉଛି l ତେଣୁ ସେମାନେ ସମସ୍ତ କଳବଳକୌଶଳ ଲଗାଇଦେଇ କେମିତି ସେଇ ଯନ୍ତ୍ରାରେ ମୋତେ ନେଇ ପକାଇବେ ସେଥିରୁ ବିରତ ହେଉନଥାନ୍ତି l
Crime
ଅଷ୍ଟମଙ୍ଗଳା
ପ୍ରଶାନ୍ତ କୁମାର ବେହେରା · 14 min read · 545 reads
ଝିଅଟି ଏବେ ଜୀବନ ବିକଳରେ ତା' ଦେହରେ ଥିବା ସବୁ ସୁନା ଜିନିଷ କାଢୁଥାଏ ଆଉ ତା' ସହିତ କଇଁ କଇଁ ହୋଇ କାନ୍ଦୁଥାଏ l ସେମାନେ ସବୁ ଜିନିଷ ପତ୍ର ନେବା ସହିତ ଝିଅର ଭ୍ୟାନିଟ୍ ବ୍ୟାଗ୍, ପୁଅର ମନିପର୍ସ ସହିତ ଉଭୟଙ୍କ ମୋବାଇଲ୍ ସେଟ୍ ନେଇଯିବା ସହିତ ମୋତେ ମୋ ମୋବାଇଲ୍ ମାଗିଲେ l
Tragedy
ଅନ୍ୟରୂପ : ରୂପାନ୍ତର
Pramod Kumar Jena · 8 min read · 448 reads
ପିଲାଙ୍କୁ ଗଣିତ ପଢେଇ ପଢେଇ ଏ ଗଣିତ ଠିକ୍ ଭାବରେ ପଢି ପାରିଲି ନାହିଁ l
Tragedy