English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଅନିରୁଦ୍ଧ
5 storys
ଜଣେ ସମ୍ରାଟଙ୍କ କାହାଣୀ
Aravinda Das · 5 min read · 347 reads
ଏଠି ସାହିତ୍ୟିକଟେ ମଲା ପରେ ଶୋଭାଯାତ୍ରା, ଫୁଲମାଳ, ସଭା, ସ୍ମରଣିକା, ପୁରସ୍କାର, ପ୍ରତିମୂର୍ତ୍ତି ଘୋଷଣା ହୁଏ । କିନ୍ତୁ ବଞ୍ଚିବାକୁ ସଂଘର୍ଷ କରୁଥିବା ସେଇ ଲୋକଟିକୁ କେହି ପଚାରନ୍ତି ନାହିଁ ।
Abstract
ତୁମେ
Arabinda Acharya · 8 min read · 7.1K reads
ଆଉ ତା ପରେ ତରତର ହେଇ ପଛକୁ ଚାହୁଁ ଚାହୁଁ , ହସି ହସି ପଡିଆ ଭିତରକୁ ଚାଲି ଯାଇଥିଲେ | ଅନୁରାଧା କାନ୍ଦୁ କାନ୍ଦୁ ହସି ପକାଇ ଥିଲା |
Abstract
ନିଆରା ଏକ ପ୍ରେମ ଚିଠି
Suprava Mohanty · 4 min read · 19 reads
ଅନିରୁଦ୍ଧ ଆଉ ରାଣୀ ଶ୍ରେଣୀର ଟପ ସ୍ଟୁଡେଣ୍ଟସ l ଦୁହିଁଙ୍କ ବନ୍ଧୁତାର ନିବିଡ଼ତା ଦେଖି ଯେ କେହିନା କହିଁକି ଟିକେ ଇର୍ଷା କରିବ l
Comedy
ଫିଭର୍
Satyabati Swain · 4 min read · 374 reads
ଔଷଧ ଦୋକାନୀ ଟିଭି କୁ ଅନେଇ ଟାଵ୍ଲେଟ ଦରାଣ୍ଡୁଛନ୍ତି।ଚାଟ୍ ଦୋକାନୀ ତା ଠେଲା ଗାଡି ଉପରେ ଫୋନ୍ ରେ ଦେଖୁଛି କେତେବେଳେ ମ୍ୟାଚ୍ ଆରମ୍ଭ ହେବ।ସାଇକେଲ ରେ କଦଳୀ ଆଗ ପଛ ପାଞ୍ଚ କାନ୍ଦି ଟାଙ୍ଗି ଫୋନ୍ ଖେଞ୍ଚୁଛି ମ୍ୟାଚ୍ ପାଇଁକଦଳୀ ବିକାଳୀ।ପରିବା ଦୋକାନୀ କଣକୁ ଥୋଇଛି ଛୋଟ ଟିଭି ଟିଏ।ପରିବା ଖେଳାଉ ଖେଳାଉ ବାରମ୍ବାର ନଜର ଝାଙ୍କୁଛି ଟିଭିକୁ।
Others
ରାକ୍ଷୀ ଗିଫ୍ଟ
Sasmita Sahoo · 4 min read · 58 reads
ମିତାଲି ଫ୍ଲାଟ ସାମ୍ନାରେ ପହଞ୍ଚି , କଲିଂବେଲ ମାରିବା ଆଗରୁ କବାଟ ଖୋଲିଗଲା । ସାମ୍ନାରେ ମିତାଲି ...
Abstract