by Aravinda Das ✓ · 2 Jun 2019
ଏଠି ସାହିତ୍ୟିକଟେ ମଲା ପରେ ଶୋଭାଯାତ୍ରା, ଫୁଲମାଳ, ସଭା, ସ୍ମରଣିକା, ପୁରସ୍କାର, ପ୍ରତିମୂର୍ତ୍ତି ଘୋଷଣା ହୁଏ । କିନ୍ତୁ ବଞ୍ଚିବାକୁ ସଂଘର୍ଷ କରୁଥିବା ସେଇ ଲୋକଟିକୁ କେହି ପଚାରନ୍ତି ନାହିଁ ।
Loading comments…
Comments
Loading comments…