English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଅଲିଭାଦାଗ
18 storys
ଅଭୁଲା ସେଇ ଅଲିଭା ଦାଗ
ସୌମ୍ଯ ରଞ୍ଜନ ମହାପାତ୍ର · 1 min read · 165 reads
ଅଭୁଲା ସେଇ ଅଲିଭା ଦାଗ
Tragedy
ଅଲିଭା ଦାଗ ଅଲିଭା ଦାଗ
SACHALA GURU · 1 min read · 75 reads
ହୃଦୟ ଅଧିକାର କରିନେଇଥିବା ଜଣା ଅଜଣା କ୍ଷତ ଚିରଦିନ ପାଇଁ ଅଲିଭା ଦାଗ ହୋଇ ରହିଯାଇ ଥାଏ ।
Tragedy
ସରପଞ୍ଚ ସୁଧିର ବାବୁ
Trushna Das · 4 min read · 262 reads
ମିଛ ଆଶ୍ୱାସନା ମୋତେ ଦିଅନି ସରପଞ୍ଚ ବାବୁ । ତେବେ କୁହ କଣ ତୁମେ ମୋ ଝିଅକୁ ଏମିତି ହେଲା ପରେ ବାହା ହୋଇ ପାରିବ.....?
Tragedy
ଦାଗ
Ashutosh Meher · 2 min read · 163 reads
ଦାଗ
Action
ଚୋରାବାଲି
sushama Parija · 5 min read · 7.2K reads
ଆନୁଷଙ୍ଗିକ କାଗଜପତ୍ର କରି ଦେଖାଇଥିଲେ ମେଡିସିନ୍ ସ୍ପେଶାଲିଷ୍ଟଙ୍କୁ।
Inspirational
ଅଯୋଗ୍ୟ
Kiran Mishra · 4 min read · 470 reads
ବଡ଼ ପୁଅ ଧୀରେ ଧୀରେ ବାପାଙ୍କର ସ୍ବପ୍ନକୁ ସାକାର କରିବାର ପ୍ରୟାସ କରୁଥାଏ । ଯେଉଁ ଦିନ ସିଦ୍ଧାନ୍ତ ଇଂଜିନିୟରିଂ ପଢି ଗୋଟିଏ ଭଲ କମ୍ପାନୀରେ ଚାକିରୀ ପାଇଗଲା ସେଦିନ ସେମେଶ ବାବୁ ଖୁସିରେ ଫାଟି ପଡ଼ିଥିଲେ । କିନ୍ତୁ ମା ଅଲିଭା ଖୁସୀ ଭିତରେ ବି ଦୁଃଖକୁ ଭୁଲି ପାରୁନଥିଲେ । ଶଶାଙ୍କ ଯିବା ଆଠ ବର୍ଷ ହୋଇଗଲା ବୋଲି ଗଣୁଥିଲେ । ଦିନେ ସିଦ୍ଧାନ୍ତ ଟି.ଭି ରେ ବସି କ୍ରିକେଟ୍ ମ୍ୟାଚ୍ ଦେଖୁଥାନ୍ତି । ରାଜ୍ୟସ୍ତରୀୟ ଖେଳ ଚାଲିଛି । ସିଦ୍ଧାନ୍ତକୁ ଲାଗିଲା ତା ଭିତରେ ସେ ଶଶାଙ୍କକୁ ଦେଖୁଛି । ହେଲମେଟ ପିନ୍ଧା ବ୍ୟାଟିଙ୍ଗ କରୁଥିବା ପିଲାଟିଏ ଭିତରେ ସେ ଯେମିତି ଭାଇ ଶଶାଙ୍କକୁ ଦେଖୁଥିଲା । ବାପାଙ୍କୁ ଡାକି କହିଲା, --ବାପା ଦେଖିଲେ,ସେ ପିଲାଟି ଆମ ଶଶାଙ୍କ ଭଳି ଲାଗୁନି ! ବାପା ବି ଦେଖିଲେ ଓଡ଼ିଶା ତରଫରୁ ଖେଳୁଥିବା ଖେଳାଳିମାନଙ୍କ ଭିତରେ ଗୋଟିଏ ପିଲା ଶଶାଙ୍କ ଭଳି ଟିକେ ଟିକେ ଲାଗୁଛି ।
Inspirational
Loading…
Next page →