English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଅସୁବିଧା
53 storys
ଅସୁବିଧା
ଅସୁବିଧା
Amiya Bej · 2 min read · 14.8K reads
ପ୍ରତ୍ୟେକ ଥର ଦେଖାରେ, ଅଫିସ୍ ଯିବା ଆଗରୁ ଓ ଅଫିସରୁ ଫେରିବା ପରେ ଗୋଟାଏ ପ୍ରଶ୍ନ ବାରମ୍ବାର ପଚାରୁଥିଲା - ''ବାପା, କିଛି ଅସୁବିଧା ହେଉନି ତ ?'' କେଜାଣି ସେ କେଉଁ ଆଶଙ୍କାରେ ଥିଲା ?? - ''ନାଇଁ , ଅସୁବିଧା କିଛି ନାଇଁ ।'' ମୁଁ ଏଇ ଉତ୍ତର ସବୁବେଳେ ଫେରାଉଥିଲି ସତ, ତଥାପି ମନ ହେଉଥିଲା କହିବାକୁ - ''ବାପାର ଅସୁବିଧା ଖୋଜିବା ହିଁ ସବୁଠାରୁ ବଡ଼ ଅସୁବିଧା । ବାରମ୍ବାର ନପଚାରି ବୁଝିନିଅନ୍ତୁ ଯଦି ଭଲ । ଯେମିତି ତୋ ଅସୁବିଧା କଥା ଆମେ ବୁଝିପାରୁଥିଲୁ...।''
Others
ସହାନୁଭୂତି
Asish Ranjan Dash · 3 min read · 565 reads
ମୁଁ ତ ଅନ୍ଧ I ତୁ ମୋର ଆଖି I ତୋ ଆଖିରେ ମୁଁ ଦୁନିଆ ଦେଖୁଚି I
Others
ଇଏ ବୋଧେ ପ୍ରେମ
Bismita Sahoo · 7 min read · 472 reads
ସରିତା ନିଜକୁ ପ୍ରେମ କରିବା ଆରମ୍ଭ କରି ଦେଇଥିଲା।
Others
ବୋଉ
Bijaya Panda · 9 min read · 790 reads
ଇଂରାଜୀ ଶିକ୍ଷକ ସ୍କୁଲରେ ତାଙ୍କର ପ୍ରିୟ ଛାତ୍ର ବଂଶିଧର ଆଉ ତାଙ୍କ ମା’ କୌଶଲ୍ୟାଙ୍କ ସଫଳତାର କାହାଣୀକୁ ପ୍ରେରଣାର ଉତ୍ସ ଭାବେ ଉଦାହରଣ ଦିଅନ୍ତି ସ୍କୁଲ ପିଲାମାନଙ୍କୁ ..।
Inspirational
ଆଲୁଅ ଅନ୍ଧାରରେ ଜୀବନ ଳୁଚକାଲି ଖେଳ
Smrutirekha Acharya · 3 min read · 389 reads
ସେ ସେଦିନ ରାତିରେ ନିଜର ଆତ୍ମ ହତ୍ୟା କରିଦେଲା । ଗୋଟେ ଚିଠି ରେ ସେ ସମ୍ପୂର୍ଣ ଲେଖି କି ଆଶା ପାଇଁ ରଖିକି ଯାଇଥାଏ । କେମିତି ସେ ଆୟାତକୁ ନେଇକି ବାକି ଜୀବନ ଧର୍ଯ୍ୟ ଧରି ଆଗକୁ ଚାଲିବ ଆଉ ଆୟାତକୁ ବଡ ମଣିଷ କରି ଗଢି ତୋଳିବ ।
Inspirational
ଚିଠିଟିଏ ମା ପରି ଶାଶୁଙ୍କର
Sunanda Mohanty · 5 min read · 861 reads
ଚିଠିଟିଏ ମା ପରି ଶାଶୁଙ୍କର
Abstract
Loading…
Next page →