Loading…
ପ୍ରତ୍ୟେକ ଥର ଦେଖାରେ, ଅଫିସ୍ ଯିବା ଆଗରୁ ଓ ଅଫିସରୁ ଫେରିବା ପରେ ଗୋଟାଏ ପ୍ରଶ୍ନ ବାରମ୍ବାର ପଚାରୁଥିଲା - ''ବାପା, କିଛି ଅସୁବିଧା ହେଉନି ତ ?'' କେଜାଣି ସେ କେଉଁ ଆଶଙ୍କାରେ ଥିଲା ?? - ''ନାଇଁ , ଅସୁବିଧା କିଛି ନାଇଁ ।'' ମୁଁ ଏଇ ଉତ୍ତର ସବୁବେଳେ ଫେରାଉଥିଲି ସତ, ତଥାପି ମନ ହେଉଥିଲା କହିବାକୁ - ''ବାପାର ଅସୁବିଧା ଖୋଜିବା ହିଁ ସବୁଠାରୁ ବଡ଼ ଅସୁବିଧା । ବାରମ୍ବାର ନପଚାରି ବୁଝିନିଅନ୍ତୁ ଯଦି ଭଲ । ଯେମିତି ତୋ ଅସୁବିଧା କଥା ଆମେ ବୁଝିପାରୁଥିଲୁ...।''
Comments
Loading comments…