Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଆଗମନ
8 storys
ସାବାସ୍ ମିଲକା
ବି. ନିରୁପମା · 3 min read · 4.7K reads
ସାବାସ ମିଲକା ।ମୋର ବୁଲା ଜୀଵମାନଙ୍କ ପ୍ରତି ଥିବା ଭୁଲ ଧାରଣାକୁ ତୁ ଆଜି ଦୂରେଇ ଦେଇଛୁ ।
Action
ପାଉଁଶ ତଳର ନିଆଁ
Lipsa Acharya · 1 min read · 526 reads
ମୁଖମଣ୍ଡଳରେ ହସଟିଏ ଆଙ୍କି ଦେଇ ଚାଲିଯାଏ । ତା ଉତ୍ତର ଦେବାକୁ ପ୍ରସ୍ତୁତ ହେଲା ବେଳକୁ; ସେ ପୃଥିବୀର ଜନ ସମୁଦ୍ରରେ ଲୀନ ହେଇଗଲା । ବହୁତ ଖୋଜିଲି । ପାଇଲି ନାହିଁ । ଆଜି ତା ସ୍ମୃତି ପାଉଁଶ ତଳର ନିଆଁ ।
Tragedy
ବିକ୍ରମ ବେତାଳ - ୫୨
ଓଡିଆ ଶିଶୁ ଗପ · 3 min read · 6.8K reads
ମୁଁ ଏବେ ତାଙ୍କ ସମ୍ମୁଖକୁ ଯିବି କିପରି? କୁମାରୀ ବ୍ରତ ମୋର ପୂର୍ଣ୍ଣ ହେଲେ ତାଙ୍କ ଚରଣ ତଳେ ମୁଁ ଖଟିବି । ସେ ବିଟପି ନାଗରୀ ଏପରି କହି ଚାଲିଗଲା ।
Children
ସ୍ୱିଟିର ଆଗମନ
Sasmita Das · 3 min read · 259 reads
ବାପା ତାକୁ 'ପଲ୍ଲୀ' କହୁଥିଲେ, ବୋଉ 'ଧନ' ଡାକୁଥିଲା । ପୁଣି ଭାଇ 'ତୁତୁଲି',ଦିଦି ଆଉ ମୁଁ 'ଗୁନୁ' ଡାକୁଥିଲୁ । ଜେଜେମା ଖୁସିରେ ତାକୁ 'ଶିକାରୀ' କହୁଥିଲେ ଆଉ ରାଗିଗଲେ 'ହେଡାଖିଆ' ।
Children Stories
ସନ୍ଧ୍ୟାର ଆଗମନ
Nibedita Mishra · 4 min read · 181 reads
-"ଆପଣ ମା ହେଇଥିଲେ ମୁଁ ମାନିନୀର ହାତ ମାଗିଥାଆନ୍ତି କିନ୍ତୁ ଆପଣ ତ କୋଠାବାଲୀ, ତେଣୁ କୁହନ୍ତୁ ଆଜିଠାରୁ ମାନିନୀର ସବୁ ରାତି ମୁଁ କିଣି ନେବାକୁ ଚାହେଁ, ସେଥିଲାଗି କେତେ ପଇସା ଦେବି?"
Inspirational
ସୁବର୍ଣ୍ଣ ପଞ୍ଜୁରୀ
Gangadhar Nanda · 6 min read · 244 reads
ଡ୍ରଇଁରୁମର ୱାର୍ଡରୋଵ ଥାକରେ ସଜ୍ଜିତ ହୋଇ ରହିଛି ବିଭିନ୍ନ ଦାମୀ ବ୍ରାଣ୍ଡର ମଦ ଓ ସିଗାରେଟ । ଘରକୁ କେବେ କେହି ଅତିଥିଙ୍କର ଆଗମନ ହେଲେ ଏସବୁର ଆବଶ୍ୟକତା ପଡ଼େ ।
Romance
Loading…
Next page →