by Sasmita Das ✓ · 2 May 2021
ବାପା ତାକୁ 'ପଲ୍ଲୀ' କହୁଥିଲେ, ବୋଉ 'ଧନ' ଡାକୁଥିଲା । ପୁଣି ଭାଇ 'ତୁତୁଲି',ଦିଦି ଆଉ ମୁଁ 'ଗୁନୁ' ଡାକୁଥିଲୁ । ଜେଜେମା ଖୁସିରେ ତାକୁ 'ଶିକାରୀ' କହୁଥିଲେ ଆଉ ରାଗିଗଲେ 'ହେଡାଖିଆ' ।
Loading comments…
Loading comments…