Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଦିଦି
31 storys
ନିଶ ଉଠା ପାଠ
Chhabi rani Pati · 5 min read · 187 reads
ମୋ ନାତି ଛୁଆଟାର ପାଠ ପଢିବାକୁ ଢେର ଇଛା । ମାତ୍ର ଏଇମିତି ଅସୁବିଧା ଯୋଗୁ ସେ ପାଠ ପଢିପାରୁ ନାହିଁ ଦିଦି ।
Inspirational
ଭାବ
Suchitra Rath · 5 min read · 7.6K reads
ନୂଆକରି ତାଙ୍କରି ଶ୍ରେଣୀରେ ପଢାଉଥିବା ସମୟରେ ସମସ୍ତଙ୍କ ଭିତରେ ସେ ବି ଚାହିଁଥାଏ ବାଧ୍ଯ ବାଳକଟିଏ ପରି ମୋର ଶ୍ରେଣୀ ପରିଚାଳନାକୁ ।
Inspirational
ଅଙ୍କ
Swarnalata Mohapatra None · 3 min read · 7.8K reads
ମୁଁ ବୁଝିଗଲି ଏଥର।ବାର୍ଷିକ ପରୀକ୍ଷାରେ ଲେଖିଲି ସବୁ।ବା'ର ଆସିଲା।ମୁଁ ଦୁଃଖ କଲିନି।ଯଦିଓ ବା'ର ଟା ଫେଲ୍ ମାର୍କ, ଦିଦି ରିପୋଟ୍ କାଡ଼୍ ରେ ଉର୍ତ୍ତୀ
Others
ଦି ବୁନ୍ଦା ଲୁହ
Rasmita Hembram · 3 min read · 302 reads
ରାସ୍ତାରେ ଆସୁ ଆସୁ ଭାବୁଥାଏ 'ଦୁଇ ଟୋପା ଲୁହ 'ର ଅର୍ଥ କାହାର କେଉଁ କାହାଣୀକୁ କହେ l
Tragedy
ଚିରୁଡେ ପାନ-ଧାପେ ଗୁଣ୍ଡି
Sujata Dash · 5 min read · 12.3K reads
କାଳିଆକୁ ପୂଜାକଲା ବେଳେ ମୋ କାନରେ ତୁନି ତୁନି କି କହେ ସିଏ- ମୋ ଉପରେ ଭରସା ରଖ ସବୁ ଠିକ ହେଇଯିବ ।
Abstract
ନଷ୍ଟ ଚରିତ୍ରା
Satyabati Swain · 7 min read · 208 reads
ମାଳିନୀ ନାଁରେ ଏମିତି କେତେ ଆଜେ ବାଜେ କଥା ଶୁଣି ମୋତେ ଭଲ ଲାଗୁନଥିଲା । ଭଲ ଲାଗୁ ନଥିଲା ଏଇଥିପାଇଁ ଯେ ମୁଁ ଯେତିକି ଜାଣିଥିଲି ମାଳିନୀ ସେମିତି ପିଲା ନ ଥିଲା । ଏଣୁ ମୋ ମନ ସ୍ୱୀକୃତି ଦେଉ ନଥିଲା ଲୋକେ ଯାହା କହୁଛନ୍ତି ସତ ବୋଲି । ଏଣୁ ଭାରି ଖୋଜୁଥିଲି ମନେ ମନେ ତାକୁ । ଦୈବାତ ସାବିତ୍ରୀ ଓଷା ଦିନ ମନ୍ଦିରରେ ତା ସହିତ ମୋର ଦେଖା ହୋଇଗଲା । କହିଥିଲି ରବିବାରିଆ କେତେବେଳେ ମୋତେ ଦେଖା କରିବାକୁ । ସତକୁ ସତ ଆଜି ରବିବାର ସକାଳୁ ସକାଳୁ ମାଳିନୀ ଆସି ହାଜର । ମୁଁ ପିଲାମାନଙ୍କ ସଫା କରୁଥାଏ । ସେ ଆସି ମୋ ହାତରୁ ଛଡେଇ ନେଲା ଲୁଗା ପଟା । ଆପଣ ଯାଆନ୍ତୁ ମୁଁ କାଚି ଦେଉଛି କହି । ଆରେ ନା ନା ତୁ ବଅ ମୁଁ କହିଲି । ସେ ନଛୋଡ ବନ୍ଦା । ଜୋର ଜବରଦସ୍ତ ନେଇ ଲୁଗା କାଚିଲା ଓ ଧୋଇ ଧାଇ ଛାତରେ ଶୁଖାଇ ଦେଲା । ମୁଁ ତାକୁ ଚା ଓ ପରଟା ଦିଟା ଖାଇବାକୁ ଦେଲି । କହିଲି ଆଜି ତୁ ଆମ ଘରେ ଖାଇକି ଯିବୁ । ନାହିଁ ନାହିଁ କରୁଥିଲା । କହିଲା କାହିଁକି ଆସିବାକୁ କହିଥିଲେ ଦିଦି? ମୁଁ କହିଲି ଏମିତି ଅନେକ ଦିନ ତୋତେ ଦେଖି ନଥିଲି ତ । ତା ଛଡା ରୋଷେଇ ବାସ ସାରେ ଖାଇବା ସରିଲେ କଥା ହେବା । କଣ ଭାବିଲା କେଜାଣି ଗୁମ ହୋଇଗଲା କ୍ଷଣେ । ମୁଁ ରୋଷେଇରେ ବ୍ୟସ୍ତ ରହିଲି । ସେ କି ବସିବା ଲୋକ ! ସେତିକି ସମୟରେ ଘର ସମସ୍ତ ଜିନିଷ ଛାଡି ଝୁଡ଼ି ଦେଲା । ଛାତ ଅଳନ୍ଧୁ ସଫା କଲା । ଚଟାଣ ପୋଛି ଦେଲା ବି । ମୁଁ କହିଲି ବସିବାକୁ ତୋତେ ଭଲ ଲାଗୁନିକି ? ଆସିଲା ପରଠୁ ତୋ ହାତ ତ ଥୟ ହେଉନି ।
Tragedy
Loading…
Next page →