Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଆଳୁ
9 storys
ଓଲଟ ଶ୍ରାଦ୍ଧ
Lopamudra Mishra · 6 min read · 15.5K reads
ହଇଓ ନନା !ତୁମକୁ କଣ ଠିକ ମନ୍ତ୍ର ଜଣା ନାହିଁ ନାଁ କଣ? ପିଣ୍ଡ ତ କାହିଁ ଠିକ ଜାଗାରେ ପହଞ୍ଚୁନି? ଭୁଲ ଭାଲ ମନ୍ତ୍ରଗୁଡାକ ସବୁ କହୁଛ ଆଉ l
Comedy
ଭେଣ୍ଡି ଆଳୁ ଫ୍ରାଏ
Seetaram Dash · 3 min read · 372 reads
ହେ ମୋର ମନର ମଧୁଛନ୍ଦା, ତୁମେ ମୋର କୋଟିଏ ରାତିର ଗୋଟିଏ ସ୍ୱପ୍ନ। ତୁମେ ହଜାରେ ଶ୍ରାବଣରେ ଗୋଟିଏ ଫଗୁଣ। ତମେ ହିଁ ମୋର ଚାନ୍ଦ ଆଉ ତୁମେ ହିଁ ମୋର ଚାନ୍ଦିନୀ।
Others
ମୂଲ୍ୟବୋଧ
ମୂଲ୍ୟବୋଧ
Dr. Padma Charan Mishra · 3 min read · 747 reads
ଜମିକୁ ଯିବା ବାଟରେ ବାବୁକୁ ଦେଖି ଜଣେ ଦୁଇ ଜଣ ଗାଁ ଲୋକ ବି ହସୁଥିଲେ। ସହରୀ ପିଲାଟା ଭକୁଆ ହେବାକୁ ବାହାରିଚି ବୋଲି ଲୋକେ ଭାବୁଥିଲେ। ପାଣି ବୋତଲ ଗୋଟେ ଧରି ବାବୁ ଚାଲିଥାଏ। ବାଟରେ ଗୋଟେ ଦୋକାନରୁ ୫ ଟଙ୍କାର କିଛି ଚକଲେଟ୍ କିଣି ପକେଟରେ ପୁରେଇଲା। ମୂଲିଆ ଚାରିଜଣ ତା' ସହିତ ଚାଲିଥାନ୍ତି। ସାଥିରେ ସେମାନଙ୍କର ୩ଟା ଛୁଆ ବି ଥାଆନ୍ତି। ଜମିରେ ପହଞ୍ଚିବା ପରେ ଆରମ୍ଭ ହେଇଗଲା, ଆଳୁ ଖୋଳା। ବାବୁ ସତର୍କତାର ସହ ଦେଖୁଥାଏ। ସବୁ ଠିକ୍ ଠାକ୍ ଚାଲିଲା। ଦିନ ୧୧ଟା ପରେ ଭୀଷଣ ଖରା ହେଲା। ମୂଲିଆ ଦଳ ସେ ପର୍ଯ୍ୟନ୍ତ ଚୋରୀ କରିବାର କୌଣସି ଲକ୍ଷଣ ବାବୁ ଦେଖିବାକୁ ପାଇଲାନି। ବଡ ମାଆ କଥା ଉପରେ ତା'ର ସନ୍ଦେହ ହେଉଥିଲା। ଖରାରେ ଥିବା ଦେଖି ବାବୁକୁ ସମବେଦନା ଜଣେଇବାକୁ ଯାଇ ଜଣେ ମୂଲିଆ କହି ପକେଇଲା, - ତୁମେ ବାବୁ ସହରୀ ଲୋକ, ଗଛ ଛାଇ ତଳେ ବସିଥାଅ; କେତେ ଆଉ ଖରା ଖାଇବ; ଆମେ ତ ଖୋଳୁଚୁ ଖରା ଭାରି କାଟୁଥିଲା। ସେମାନଙ୍କ କଥା ମାନି ବାବୁ କିଛି ସମୟ ଗଛ ଛାଇ ତଳେ ବସି ପଡିଲା। ବୋତଲରୁ ପାଣି ବାହାର କରି ପିଇଲା। ଘଣ୍ଟାଏ ସମୟ ସେମାନଙ୍କ ଛୋଟ ପିଲାଙ୍କ ସହିତ ଆଦରରେ କଥା ହେଇ ହେଇ କଟେଇଲା। ପକେଟରୁ ସବୁ ଚକଲେଟ୍ କାଢି ସେମାନଙ୍କୁ ଦେଲା। ପିଲା ଗୁଡାକ ଚକଲେଟ୍ ଖାଇ ବହୁତ ଖୁସି ହେଲେ। ସେମାନଙ୍କର ଖୁସି ବାବୁ ପାଇଁ ଅମୂଲ୍ୟ ଥିଲା। ବୋଧହୁଏ ସେମାନଙ୍କ ସହିତ ଗାଁ ଲୋକେ ସେମିତି ଉତ୍ତମ ବ୍ୟବହାର କରୁ ନଥିଲେ। କିଛି କ୍ଷଣ ସେମାନଙ୍କ ସହ କାଟିବା ପରେ ପୁଣି ଜମି ପାଖକୁ ବାବୁ ଗଲା। ନିଜେ ମୂଲିଆ ମାନଙ୍କୁ ଆଉ ଟିକେ ସାହାଯ୍ୟ କରିବାକୁ ଯାଇ ଆଳୁ ଖୋଳିବାରେ ଲାଗିଗଲା। ବାବୁକୁ ଆଳୁ ଖୋଳିବା ଦେଖି ପିଲାଗୁଡାକ ବାବୁ ସହିତ ମିଶିଗଲେ। ସେମାନେ କିନ୍ତୁ ଆଳୁ ଖୋଳା ସରିଥିବା ଜାଗା ଗୁଡାକର ମାଟିକୁ ବାରମ୍ବାର ଓଲଟାଇବାରେ ଲାଗିଲେ। ସେ ଭିତରୁ ପ୍ରଚୁର ମାତ୍ରାରେ ଆଳୁ ବାହାରିଲା। ଘଣ୍ଟାଏ ଭିତରେ ମୂଲିଆମାନେ ଏତେ ପରିମାଣରେ ଆଳୁ ଲୁଚେଇ ଦେଇଥିବେ, ବାବୁ ଭାବି ପାରିଲିନି। ବାହାରୁଥିବା ଆଳୁଗୁଡାକୁ ପିଲାମାନେ ଆଳୁ ଗଦାରେ ଜମେଇବାରେ ଲାଗିଗଲେ। ବାବୁ ସବୁ ଦେଖୁଥିଲେ ବି ଆଚମ୍ବିତ ନହେବାର ଅଭିନୟ କରୁଥିଲା।
Inspirational
ଦକ୍ଷତା
Binaya Bhusan Panigrahi · 2 min read · 465 reads
ଯାହାର ତଣ୍ଟି ଚିପିଲେ କାଟିବ ତା ତଣ୍ଟି ସିନା ଚିପିଲେ ପାପ ହେବ, ଆଉ ତଣ୍ଟି ଚିପିଲେ ଯିଏ ଖୁସିହେବ ତା ତଣ୍ଟି ଚିପିଲେ ପୁଣ୍ୟ ନୁହେଁ କି !"
Others
ହେ ପ୍ରଭୁ ଦେଖା ଦେ ପୁଳେ ଟଙ୍କା ଦେ
Nihar Ranjan pradhan · 5 min read · 243 reads
ତିରିଶି ଟଙ୍କାରେ ଆଳୁ କେଜିଏ କିଣି ଘରକୁ ଫେରିଲେ । କେଜିଏ ତ ନୁହଁ କେଜିଏ ରୁ ସତୁରି ଗ୍ରାମ କମ ଦେଲା
Comedy
ଅଜବ ଦୁନିଆକୁ ରାସ୍ତା
Tushar Bky · 6 min read · 459 reads
ଜାଣିନି ତୋ ପାରିଶ୍ରମିକ କିଏ ଦେଇ ପାରିବ କି ନାହିଁ?କିନ୍ତୁ ଏତିକି କହିବି ତୋ ପାରିଶ୍ରମିକ ଯେତେ ଦେଲେ ବି କମ୍ ପଡି ଯିବ । ଏ ଜନ୍ମ କଣ ସାତ ଜନ୍ମ କଟି ଗଲେ ବି ମୁଁ ତୋର ଋଣ ଶୁଝେଇ ପାରିବିନି ।
Inspirational
Loading…
Next page →