Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଆଶୁତୋଷ
10 storys
ଛୋଟିକୁ ଶ୍ରୀମତୀ ବୋଲି
Sunanda Mohanty · 4 min read · 11.8K reads
ଏଇ ଦେଖୁନ କେଡେ ସୁନ୍ଦର ବ୍ଲାଉଜ ଟି ବାବୁ ମୋ ପାଇଁ ବଜ଼ାର ରୁ ଆଣିଦେଇଛନ୍ତି । ସ୍ତବ୍ଧ ହେଇଗଲେ ମାମା, ମୁଣ୍ଡ ବୁଲେଇଦେଲା ତାଙ୍କର ।
Drama
ମମତାର ଡୋରି
Susanta Nanda · 3 min read · 150 reads
ପୂଜାର କଥା ଦିପଦ ରମ୍ଭାଦେବୀଙ୍କୁ ଦୂର୍ଘଟଣା ଜନିତ କଷ୍ଟଠାରୁ ଅଧିକ କ୍ଷତି ପହଁଚାଇଥିଲେ ବି ନିଜ ଆଖିଖୋଲି ନିଜ ଚେତନା ବିଷୟ ଅନ୍ୟମାନଙ୍କୁ ଜାଗ୍ରତ କରାଇଲେ ସେ ।
Drama
ଦାମ୍ପତ୍ୟ ପ୍ରେମ
Sunanda Mohanty · 2 min read · 192 reads
ଗେଷ୍ଟ ହାଉସ ଗୁରୁକୃପା ଖଟ ଗଦିରେ ମଧ୍ୟ ସେହିଭଳି । ରଙ୍ଗମଖା ଗୋଲାପ ଗୁଡିକୁ ଦେଖି ଆଶୁତୋଷ ଖୁବ ଖୁସି
Abstract
ଭୟଙ୍କର ବ୍ୟାଧି
Devipriya Das · 3 min read · 218 reads
ସବୁ କାମ ସରିଗଲା । ତା ମାଆ ଏବେବି ବହୁତ କାନ୍ଦୁଛନ୍ତି ଆଉ ତାକୁ କ୍ଷମା କରିନାହାନ୍ତି। ଏତିକି ବେଳେ ..
Tragedy
କଥା କାଦମ୍ବରୀଭାଗ ୫୩
Kulamani Sarangi · 4 min read · 181 reads
ମହିମୁନିଙ୍କ ଆଶୀର୍ବାଦ ନେଇ ଅର୍ଜୁନ ଦିବ୍ୟ ଅସ୍ତ୍ର ପ୍ରାପ୍ତି ପାଇଁ ହିମାଳୟ ଅଭିମୁଖେ ଯାତ୍ରା କଲେ।
Classics
ଅନୁଶୋଚନା
Kanan Bala Nayak · 3 min read · 371 reads
ଆଶୁତୋଷ ବାବୁଙ୍କ ବାପା ମଧ୍ୟ ତାଙ୍କ ଅନେକ ଥର କହିଛନ୍ତି ଆରେ ଆଶୁ, ଅନୁପ୍ ର ଚାଲି ଚଲଣ ମୋତେ କାହିଁକି ଠିକ୍ ଲାଗୁନି । ତୁ ଟିକେ ତା ପ୍ରତି ନଜର ଦେ। ତା ବୟସଟା ଏବେ ଏମିତି। ଏ ବୟସରେ ଥରେ ପାଦ ତଳକୁ ଖସିଗଲେ ତାକୁ ଆଉ ସମ୍ଭାଳିବା ସମ୍ଭବ ନୁହଁ। ବଢୁଥିବା ବୟସ ଓ ଗଡି ଯାଉଥିବା ପାଣି ଭୟଙ୍କର ହୋଇ ଥାଆନ୍ତି । ଠିକ୍ ସମୟରେ ତାକୁ ବନ୍ଧ ପକାଇ ଆକଟ ନ କଲେ ସେମାନେ ପ୍ରଳୟ ସୃଷ୍ଟି କରି ଥାଆନ୍ତି ।
Others
Loading…
Next page →