Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#କଅଁଳ
5 storys
ଗୋଟିଏ କଅଁଳ ଯୁବପ୍ରାଣ
Satyabati Swain · 5 min read · 489 reads
ସେତେବେଳେ ବିକାଶ ବୟସ ସାତରୁ ହଠାତ୍ ଯେମିତି ସତର ହୋଇଗଲା।।ସେ ସବୁ ନ ହେଲେ ବି କିଛି ବୁଝିଗଲା ତା ମାର ଦୁଃଖ,ଓ ମରିବା କାରଣ।।ସେ ସ୍ପଷ୍ଟ କହିଲା ଏ ଘରେ ନା ସେ ରହିବ ନା ସେ ସ୍ତ୍ରୀ ଲୋକକୁ ମା ଡାକିବ।।
Others
ସୁନା ଚଢେଇର ଲୁହ
Writer Roja Panda · 3 min read · 587 reads
ତତେ ଛାଡି ବଞ୍ଚିବା ମୋ ପକ୍ଷରେ ଅସମ୍ଭବ । ସେଥିପାଇଁ ତୋ ଡେଣା କାଟିଦେଉଛି ଯାହା ଫଳରେ ତୁ ଆଉ ଉଡିପାରିବୁ ନାହିଁ କି ମତେ ଛାଡ଼ି କୁଆଡେ ଯାଇପାରିବୁ ନାହିଁ ।
Children Stories
ସ୍ପର୍ଶ
Maitreyee Kamila · 2 min read · 228 reads
ତୋ କଅଁଳ ଓଠର ହସ ଭଗବାନ ସବୁଦିନ ଏମିତି ରଖିଥାନ୍ତୁ । ଏଥିରେ ଛଳନା କପଟ ନ ମିଶୁ । ଭିତର ମଣିଷ ପଣିଆଟା କେବେ ଗୋଳିଆ ନ ହେଉ ।
Inspirational
ମାଡାମ୍ ମାଆ
Banabihari Mishra · 4 min read · 357 reads
ଏମିତି ପୁଣି ମଣିଷ ଦୁନିଆରେ ଅଛନ୍ତି। ଉପରକୁ ଦେଖାଯାଉଥିବା ନିଷ୍ଠୁର ଚେହେରା ଭିତରେ ଏଡେ କଅଁଳ ହୃଦୟଟିଏ
Drama
ଆଶୀର୍ବାଦ
Bimala Sankar Dash · 3 min read · 373 reads
ସେଦିନଠାରୁ ସେଇ ପିଲାଟି ଉପରେ ସବୁଦିନ ସୂର୍ଯ୍ୟଙ୍କ କଅଁଳ କିରଣ ପଡୁଥିଲା, ତା' ପାଇଁ କେବେ ଆସୁ ନ ଥିଲା ସୂର୍ଯ୍ୟାସ୍ତ ।
Inspirational